କରତି ହେବା Karati hebā

  • ଦେ. କ୍ରି — କରତଦ୍ୱାରା କାଟି ହେବା — To be sawn
  • ଦେ. କ୍ରି — (ଯଥା—ଏ ଟାଣ କାଠ କରତି ହେଉ ନାହିଁ।)
  • ଦେ. କ୍ରି — (ଲକ୍ଷଣାର୍ଥ) ଅତ୍ୟନ୍ତ କଷ୍ଟ ପାଇବା — (figurative) To suffer much
  • ଦେ. କ୍ରି — (ଯଥା—ଏ କଥା ଶୁଣି ମୋ ହୃହୟ କରତି ହେଉଛି।)