କରତା Karatā
- ଗ୍ରା. (ପଦ୍ଯ) ବି. (ସଂ. କର୍ତ୍ତା) — କର୍ତ୍ତା; ସ୍ରଷ୍ଟା — Creator
- ଗ୍ରା. (ପଦ୍ଯ) ବି. (ସଂ. କର୍ତ୍ତା) — ଅଶେଷ ଅନ୍ତର୍ଯ୍ୟାମୀ ସେ ବ୍ରହ୍ମାଣ୍ଡ କରତା। ବିଷ୍ଣୁକେଶରୀପୁରାଣ।
- ଗ୍ରା. (ପଦ୍ଯ) ବି. (ସଂ. କର୍ତ୍ତା) — ରକ୍ଷକ — Protector
- ଗ୍ରା. (ପଦ୍ଯ) ବି. (ସଂ. କର୍ତ୍ତା) — ସେହି ସର୍ବ ଜନଙ୍କର ହରତା କରତା। ବିଷ୍ଣୁକେଶରୀପୁରାଣ।
- ଗ୍ରା. (ପଦ୍ଯ) ବି. (ସଂ. କର୍ତ୍ତା) — ଗୃହର ମାଲିକ — Head, chief person or master of the house
- ଦେ. ବି. (ସଂ. କୃତ୍ ଧାତୁ=କର୍ତ୍ତନ କରିବା) — କରତିବା କର୍ମ — Act of sawing
- ଦେ. ବି. (ସଂ. କୃତ୍ ଧାତୁ=କର୍ତ୍ତନ କରିବା) — ପାସଙ୍ଗ (ଦେଖ) — Pāsaṅga (See)
- ଗ୍ରା (ପଦ୍ଯ) ବିଣ. — (ସଂ. କର୍ତ୍ତା) କର୍ତ୍ତା (ଦେଖ) (ହରତା—ବିପରୀତ) — Karttā (See)
- ଗ୍ରା (ପଦ୍ଯ) ବିଣ. — ବିଲୋମ ଲୋମ ବର୍ଣ୍ଣ ସୋମ ପ୍ରକାମ ଦରକୁ କରତା ତାରକ। ଭଞ୍ଜ, ବୈଦେହୀଶବିଳାଶ
- ଗ୍ରା (ପଦ୍ଯ) ବିଣ. — (ସଂ. କର୍ତ୍ତିତ)— କରତ ଦ୍ୱାରା ଫଡ଼ା ହୋଇଥିବା (କାଠ ଆଦି) — Sawn (wood etc.)