କରତାଳ Karatāḻa

  • ସଂ. ବି. ( 6 ଷ୍ଠୀ ତତ୍ କର+ତାଳ) — ଦୁଇ କରର ପରସ୍ପର ଅଭିଘାତ; ହାତତାଳି — Clapping of the hands; clap
  • ସଂ. ବି. ( 6 ଷ୍ଠୀ ତତ୍ କର+ତାଳ) — କାଠ ବା କଂସା ନିର୍ମିତ ବାଦ୍ୟଯନ୍ତ୍ରବିଶେଷ, ଯାହାର ଦୁଇ ଫାଳକୁ ଦୁଇ ବା ଏକ ହାତରେ ଧରି ଆଘାତ କରାଯାଏ — A pair of cymbals made of bellmetal or wood for beating to tune; castanets
  • ସଂ. ବି. ( 6 ଷ୍ଠୀ ତତ୍ କର+ତାଳ) — ବଜାଇ ଖେମଟା ତାଳ, କରତାଳ କୁତୂହଳ, ନାଚନ୍ତି ନନ୍ଦଦୁଲାଳ, ଗୋପ ନଗର ଚହଳ। ପଦ୍ମନାଭଦେବ. ସଙ୍ଗୀତ।