କରତଳଗତ Karataḻagata
- ସଂ. ବିଣ. ( 6 ଷ୍ଠୀ ତତ୍; 2 ୟା ତତ୍; କର+ତଳ+ଗତ) — କରଗତ; ହାତକୁ ଆସିଥିବା; ହାତରେ ସ୍ଥାପିତ — Placed in one's hand
- ସଂ. ବିଣ. ( 6 ଷ୍ଠୀ ତତ୍; 2 ୟା ତତ୍; କର+ତଳ+ଗତ) — ଦଖଲରେ ବା ଅଧିକାରରେ ଥିବା — In one's possession
- ସଂ. ବିଣ. ( 6 ଷ୍ଠୀ ତତ୍; 2 ୟା ତତ୍; କର+ତଳ+ଗତ) — ଆପଣାର ଆୟତ୍ତ; ଅଧୀନ — Under one's control