କରଞ୍ଜନିଳୟା Karan̄janiḻayā

  • ସଂ. ବି. ସ୍ତ୍ରୀ — ବୃକ୍ଷମାନଙ୍କ ପୁରାଣୋକ୍ତ ମାତା — The mythological mother of all trees
  • ସଂ. ବି. ସ୍ତ୍ରୀ — ବୃକ୍ଷଙ୍କର ମାତା ଯେ କରଞ୍ଜନିଳୟା ଲୋକେ ବର ଦେଲେ ସେ ଏକା କରି ଦୟା। କୃଷ୍ଣସିଂହ ମହାଭାରତ, ବନ।