କରଜଲାଗିବା Karaja lāgibā

  • ଦେ. କ୍ରି — (ଧନ ବା ଧାନ) ଋଣରେ ବ୍ଯୟିତ ହେବା; ସୁଧରେ ଖଟାଯିବା — (money or paddy) To be invested in loan
  • ଦେ. କ୍ରି — (ଯଥା—ସାଆନ୍ତଙ୍କର ହଜାରେ ଟଙ୍କା କରଜ ଲାଗିଛି।)