କରଜଦାର୍ Karajadār

  • ବୈଦେ. ବିଣ (ଫା. କର୍ଜଦାର୍) — ଋଣଗ୍ରସ୍ତ; ଋଣୀ; ଦେଣାଦାର୍ — Indebted; involved in debts
  • ବୈଦେ. ବି — ଅଧମର୍ଣ୍ଣ; ଖାତକ — Debtor