କରଜଦାମ୍ କରିବା Karajadām karibā

  • ଦେ. କ୍ରି — ଉଧାରଧାର କରିବା — To borrow
  • ଦେ. କ୍ରି — କରଜଦାମ କରି ହଜାର ହଜାର ଟଙ୍କା ଖରଚରେ ଡାକ୍ତରଖାନା ବସାଇବାକୁ ନାହିଁ—ଫକୀରମୋହନ. ଛମାଣଆଠଗୁଣ୍ଠ।
  • ଦେ. କ୍ରି — କାଳିବାସି କରିବା — To take things on credit