କରକର Karakara

  • ଦେ. (ଧ୍ୱନ୍ୟନୁକରଣ ତୁଳ. ସଂକଳନ) ଅ. — ଉଚ୍ଚ ହାସ୍ୟ; କିରି— କିରି ହସିବା — Loud laughter; horse-laugh
  • ଦେ. (ଧ୍ୱନ୍ୟନୁକରଣ ତୁଳ. ସଂକଳନ) ଅ. — କରକର ହୋଇ ଗୋପୀ ହସନ୍ତି। ଦୀନକୃଷ୍ଣ, ରସକଲ୍ଲୋଳ।
  • ଦେ. ବିଣ — ଉଚ୍ଚହାସ୍ୟଯୁକ୍ତ; ହସହସ — Laughing; loudly
  • ଦେ. ବିଣ — (ସଂ. କର୍କର=ଗୋଡ଼ି)—ଚୋବାଇବାକୁ କର୍କଶ ବାଲିଯୁକ୍ତ (ଖାଦ୍ୟ ପଦାର୍ଥ) — Grating to theବାଲିଯୁକ୍ତ (ଖାଦ୍ୟ ପଦାର୍ଥ)—. Grating to the teeth while eaten; having sand mixed in it