କରକଚା Karakachā

  • ଦେ. ବି. (ସଂ. କର୍କର) — ଚୂନମିଶ୍ରିତ ଗୋଡ଼ି; ପଥର ଗୋଡ଼ି; କଙ୍କର — Concrete; rubble
  • ଦେ. ବି. (ସଂ. କର୍କର) — [ଦ୍ର—ଏହା କୋଠାର ଛାତ ଓ ମେଜିଆରେ ବାଡ଼ିଆ ଯାଏ।]
  • ଦେ. ବି. (ସଂ. କର୍କର) — ଦେଉଳ ନବଦ୍ୱାର ସେ ଅଟଇ; କରକଚା ପରେ ଖୁଅ ସେ ଦେଇ। ପ୍ରାଚୀ ଦ୍ୱାରିକା. ପରଚେଗୀତା।