କମ୍ର Kamra

  • ସଂ. ବିଣ. (କମ୍=ଇଚ୍ଛା କରିବା+କର୍ତ୍ତୃ. ର) — ଅଭିଳାଷୀ — Desirous
  • ସଂ. ବିଣ. (କମ୍=ଇଚ୍ଛା କରିବା+କର୍ତ୍ତୃ. ର) — କାମୁକ; କାମଲାଳସାଯୁକ୍ତ — Libidinous; lustful; licentious
  • ସଂ. ବିଣ. (କମ୍=ଇଚ୍ଛା କରିବା+କର୍ତ୍ତୃ. ର) — (+କର୍ମ. ର) କମନୀୟ; ମନୋହର — Charming; beautiful