କମ୍ବୁପୁର Kambupura

  • ସଂ. ବି. (କମ୍ବୁ=ଶଙ୍ଖ+ପୁର=ନଗର) — ଶଙ୍ଖକ୍ଷେତ୍ର; ପୁରୀତୀର୍ଥ — A name of town Puri, a sacred place of the Hindus
  • ସଂ. ବି. (କମ୍ବୁ=ଶଙ୍ଖ+ପୁର=ନଗର) — ପୁରୁଷୋତ୍ତମ କମ୍ବୁପୁର କଲା ସେ—ଭଞ୍ଜ କୋଟିବ୍ରହ୍ମାଣ୍ଡସୁନ୍ଦରୀ।