କମ୍ହେବା Kamhebā

  • ଦେ. କ୍ରି — ଅଳ୍ପହେବା — To become less; to lessen
  • ଦେ. କ୍ରି — ଅନାଟନ ବା ନଅଣ୍ଟ ହେବା — To fall short
  • ଦେ. କ୍ରି — (ରୋଗ ଆଦି) ଉପଶମ ହେବା; ଊଣା ହେବା — (a disease) To abate; to be alleviated