କମ୍ବୁ Kambu
- ସଂ. ବି. (କମ୍ବ ଧାତୁ+ଗମନ କରିବା+କର୍ତ୍ତୃ. ଉ) — ଶଙ୍ଖ — Conch
- ସଂ. ବି. (କମ୍ବ ଧାତୁ+ଗମନ କରିବା+କର୍ତ୍ତୃ. ଉ) — (କମ୍ ଧାତୁ+କର୍ତ୍ତୃ. ବୁ) ଶଙ୍ଖ; ଶଙ୍ଖନିର୍ମିତ ବଳୟ — Bracelet; a wristlet of conch-shell
- ସଂ. ବି. (କମ୍ବ ଧାତୁ+ଗମନ କରିବା+କର୍ତ୍ତୃ. ଉ) — ଅଙ୍ଗୁରୀୟ — Finger-ring
- ସଂ. ବି. (କମ୍ବ ଧାତୁ+ଗମନ କରିବା+କର୍ତ୍ତୃ. ଉ) — ଗଜ; ହାତୀ — Elephant
- ସଂ. ବି. (କମ୍ବ ଧାତୁ+ଗମନ କରିବା+କର୍ତ୍ତୃ. ଉ) — ଶମ୍ଭୁକ; ଶାମୁକ — Shell
- ସଂ. ବି. (କମ୍ବ ଧାତୁ+ଗମନ କରିବା+କର୍ତ୍ତୃ. ଉ) — କର୍ବୁର ବର୍ଣ୍ଣ — Rainbow-colour
- ସଂ. ବି. (କମ୍ବ ଧାତୁ+ଗମନ କରିବା+କର୍ତ୍ତୃ. ଉ) — ଗଳଦେଶ; ଗ୍ରୀବା — Neck
- ସଂ. ବି. (କମ୍ବ ଧାତୁ+ଗମନ କରିବା+କର୍ତ୍ତୃ. ଉ) — ଫମ୍ପା ହାଡ଼ — Hollow bone
- ସଂ. ବି. (କମ୍ବ ଧାତୁ+ଗମନ କରିବା+କର୍ତ୍ତୃ. ଉ) — ଚୌର — A thief; a plunderer
- ଦେ. ବିଣ — ନାନାବର୍ଣ୍ଣ ଚିତ୍ରିତ; କର୍ବୁର — Multicoloured