କମ୍ବିକା Kambikā

  • ସଂ. ବି. (କମ୍ବ ଧାତୁ=ଗତି କରିବା+ସଜ୍ଞାର୍ଥେ. ଇକ+ଆ) — ସଙ୍ଗୀତରେ ତାଳ ଦେବା ପାଇଁ ପ୍ରାଚୀନ କାଳରେ ବ୍ଯବହୃତ ବାଦ୍ୟବିଶେଷ (ହି. ଶବ୍ଦସାଗର) — A kind of cymbals or castanets used in ancient times to keep time in music