କମ୍ପ୍ର Kampra

  • ସଂ. ବିଣ. (କମ୍ପ୍ ଧାତୁ+କର୍ତ୍ତୃ. ର) — କମ୍ପିତ; ଚଳିତ — Trembling; moving
  • ସଂ. ବିଣ. (କମ୍ପ୍ ଧାତୁ+କର୍ତ୍ତୃ. ର) — ଭୀତ — Terrified