କମ୍ପାଉଣ୍ଡରି Kampāuṇḍari

  • ଦେ. ବି. (ଇଂ. କମ୍ପାଉଣ୍ଡର+ଆ. ପ୍ରତ୍ୟୟ ଇ) — କମ୍ପାଉଣ୍ଡର କାର୍ଯ୍ୟ — The office or work or a compounder
  • ଦେ. ବି. (ଇଂ. କମ୍ପାଉଣ୍ଡର+ଆ. ପ୍ରତ୍ୟୟ ଇ) — କମ୍ପାଉଣ୍ଡର୍ ହେବାଲାଗି ଆବଶ୍ୟକ ଜ୍ଞାନ — necessary knowledge required for acting as a compounder