କମ୍ପାଇବା Kampāibā

  • ଦେ. କ୍ରି—(ସଂ. କମ୍ପ୍ ଧାତୁ; କମ୍ପିବାର ଣିଜନ୍ତ ରୂପ) — କମ୍ପ ଜାତକରାଇବା; ଥରାଇବା — To cause to tremble; to cause vibration
  • ଦେ. କ୍ରି—(ସଂ. କମ୍ପ୍ ଧାତୁ; କମ୍ପିବାର ଣିଜନ୍ତ ରୂପ) — ଚିବୁକ କମ୍ପାଇ ହୋଇ ବିକଳ ଚିରିଲା ଚରଣନଖେ ଭୂତଳ—କବିସୂର୍ଯ୍ୟ, କବିତାକଲ୍ଲୋଳିନୀ।
  • ଦେ. କ୍ରି—(ସଂ. କମ୍ପ୍ ଧାତୁ; କମ୍ପିବାର ଣିଜନ୍ତ ରୂପ) — ପ୍ରତିଧ୍ୱନିତ କରିବା — To cause to resound or reverberate
  • ଦେ. କ୍ରି—(ସଂ. କମ୍ପ୍ ଧାତୁ; କମ୍ପିବାର ଣିଜନ୍ତ ରୂପ) — ହୃତ୍କମ୍ପ ଉପସ୍ଥିତ କରିବା — To cause heart quake; to cause throbbing of the heart
  • ଦେ. କ୍ରି—(ସଂ. କମ୍ପ୍ ଧାତୁ; କମ୍ପିବାର ଣିଜନ୍ତ ରୂପ) — ଭୂମିର କମ୍ପ ଉପସ୍ଥିତ କରାଇବା — To cause the earth to shake or vibrate
  • ଦେ. କ୍ରି—(ସଂ. କମ୍ପ୍ ଧାତୁ; କମ୍ପିବାର ଣିଜନ୍ତ ରୂପ) — ସୈନ୍ୟ ଯିବା ଘାତେ ମେଦିନୀ କମ୍ପାଇଲେ—କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. କ୍ରି—(ସଂ. କମ୍ପ୍ ଧାତୁ; କମ୍ପିବାର ଣିଜନ୍ତ ରୂପ) — (କୌଣସି ବିସ୍ମୟଜନକ କାର୍ଯ୍ୟ କରି) କୌଣସି ଲୋକର ମନରେ ତନ୍ମୟତା ଜନ୍ମାଇ ଦେବା — To create an impression on the mind of a person by accomplishing a wonder