କମ୍ପମାନ Kampamāna

  • ସଂ. ବିଣ. [କମ୍ପ୍ ଧାତୁ+କର୍ତ୍ତୃ. ଆନ (ଶାନଚ୍)] — କମ୍ପୁଥିବା; ଥରୁଥିବା — Trembling; quaking; shivering; vibrating
  • ସଂ. ବିଣ. [କମ୍ପ୍ ଧାତୁ+କର୍ତ୍ତୃ. ଆନ (ଶାନଚ୍)] — ଇତସ୍ତତଃ ସଞ୍ଚାଳିତ — Waving; moving to and fro
  • ସଂ. ବିଣ. [କମ୍ପ୍ ଧାତୁ+କର୍ତ୍ତୃ. ଆନ (ଶାନଚ୍)] — ରାଗରେ ବା ଭୟରେ କମ୍ପିତ — Trembling with anger or fear
  • ସଂ. ବିଣ. [କମ୍ପ୍ ଧାତୁ+କର୍ତ୍ତୃ. ଆନ (ଶାନଚ୍)] — ଏପରି କହନ୍ତେ ସେ ନିଷ୍ଠୁର ବଚନ; ଭୟରେ ସେ ଯୁବତୀ ହୋଇ କମ୍ପମାନ— କୃଷ୍ଣସିଂହ, ମହାଭାରତ, ଆଦି।