କମାଶି Kamāṣi

  • ପ୍ରାଦେ. (ଗଡ଼ଜାତ) ବି. (ସଂ. କର୍ମ) — ଚାଷ କରିବା; କୃଷିକର୍ମ — Cultivation; agriculture
  • ପ୍ରାଦେ. (ଗଡ଼ଜାତ) ବି. (ସଂ. କର୍ମ) — ଚାଷୀ; କୃଷକ — Cultivator