କମାଶାସନ Kamāṣsana

  • ଦେ. ବି. (ନାମ) — ପୁରୀର ପଶ୍ଚିମକୁ ପ୍ରାୟ 5 ମାଇଲ ଦୂରରେ ଥିବା ଓଡ଼ିଆ ବ୍ରାହ୍ମଣଶାସନବିଶେଷ — ପୁରୀର ପଶ୍ଚିମକୁ ପ୍ରାୟ5ମାଇଲ ଦୂରରେ ଥିବା ଓଡ଼ିଆ ବ୍ରାହ୍ମଣଶାସନବିଶେଷ— . Name of a Brahman settlement in Puri district
  • ଦେ. ବି. (ନାମ) — [ଦ୍ର—ସମ୍ଭବତଃ ପ୍ରଥମେ ଏ ଗ୍ରାମ କମାବ୍ରାହ୍ମଣଙ୍କୁ ଦାନ କରା ଯାଇଥିଲା। ପରେ ସେମାନେ ଓଡ଼ିଆ ପାଲଟି ଗଲେ କିମ୍ବା ପରେ ଓଡ଼ିଆ ବ୍ରାହ୍ମଣମାନେ ଏଠାରେ ବସତି କରି ରହିଗଲେ।]
  • ଦେ. ବି. (ନାମ) — କମାବ୍ରାହ୍ମଣମାନେ ବସତି କରିଥିବା ଗ୍ରାମ — A village settled by Telugu Brahmans