କମାର Kamarā

  • ଦେ. ବି. ପୁଂ. (ସଂ. କର୍ମ୍ମକାର) — ଲୁହାକାମ କରିବା କାରିଗର — Blacksmith
  • ପ୍ରାଦେ. 1 । (ବାଙ୍କି) ବି — ଏକଜାତୀୟ କେଉଟ; ମାଛୁଆ କମାର — 1. A caste of fishermen
  • ପ୍ରାଦେ. 1 । (ବାଙ୍କି) ବି — (ମୟୂରଭଞ୍ଜ) ବି—ଅନାର୍ଯ୍ୟ ଜାତିବିଶେଷ — A class of non-Aryans