କମାନ୍ ସାଟିଫିକେଟ୍ Kamān sāṭiphikaṭ
- ବୈଦେ. ବି. (ଇଂ. କମ୍ମାଣ୍ଡ୍ ସର୍ଟିଫିକେଟ୍) — କନିଷ୍ଟବଲ୍ ଆଦି ସରକାରୀ କାର୍ଯ୍ୟରେ ସ୍ଥାନାନ୍ତରକୁ ପ୍ରେରିତ ହେବା ସମୟରେ ଉପସ୍ଥିତ କର୍ମଚାରୀ ତାଙ୍କୁ ଯେଉଁ ଆଦେଶ— ପତ୍ର ଦିଅନ୍ତି — Command-certificate given to a police-constable while going abroad on duty