କମାଇ ଦେବା Kamāi debā

  • ପ୍ରାଦେ. (ସିଂହଭୂମ) କ୍ରି — ନଖବାଳ ଆଦି ଛେଦନ କରିବା — To pare the nails and shave
  • ଦେ. କ୍ରି. (ଆ. କମ୍) — ଅଳ୍ପ କରିଦେବା — To lessen