କମଳରୁ ବାଳ ବାଛିବା Kamaḻaru bāḻa bāchhibā

  • ଦେ. ନ୍ଯାୟ — କେଶ ବା ଲୋମମୟ କମ୍ବଳରୁ ଗୋଟିଏ ଲୋମ ବାଛିବା ଭଳି ଦୋଷମୟ ବସ୍ତୁ ବା ବ୍ଯକ୍ତିର ଗୋଟିଏ ଦୋଷ ପୃଥକ୍ କରି ଚିହ୍ନାଇବା — To find out one out of hundreds of mistakes and faults abounding in a thing or person