କମଳଯୋନି Kamaḻaj̄oni

  • ସଂ. ବି. (ବହୁବ୍ରିହୀ; କମଳ+ଯୋନି=ଜନ୍ମସ୍ଥାନ; ଏ ବିଷ୍ଣୁଙ୍କ ନାଭିଜାତ କମଳରୁ ଜନ୍ମିଥିବାରୁ) — ବ୍ରହ୍ମା — Brahmā