କମଳଘଟା Kamaḻaghaṭā

  • ଦେ. ବି — ପଦ୍ମଫୁଲର ବୀଜକୋଷ — The seed-pod of lotus
  • ଦେ. ବି — [ଦ୍ର—ଏହା ପରିପକ୍ୱ ହେଲେ ଏଥିରେ ଥିବା କଅଁଳ ମଞ୍ଜି ବା ମଞ୍ଜିଭିତରର ଶସକୁ ଲୋକେ କଞ୍ଚା ବା ଭାଜି— କରି ଖାଆନ୍ତି।]