କମରକୋଠା Kamarakoṭhā

  • ଦେ. ବି. (ଫା. କମର୍+ସଂ. କୋଷ୍ଠ) — କୋଠାର ଯେଉଁ କଡ଼ି କାନ୍ଥର ବାହାରକୁ ବାହାରି ଥାଏ — The end of a beam protruding beyond a wall