କମନ Kamana
- ସଂ. ବିଣ. ପୁଂ. (କମ୍ ଧାତୁ=ବାଞ୍ଛା କରିବା+କର୍ତ୍ତୃ. ଅନ) — କାମୁକ — Lascivious; lustful
- ସଂ. ବିଣ. ପୁଂ. (କମ୍ ଧାତୁ=ବାଞ୍ଛା କରିବା+କର୍ତ୍ତୃ. ଅନ) — ଲମ୍ପଟ — Lecherous; dissolute
- ସଂ. ବିଣ. ପୁଂ. (କମ୍ ଧାତୁ=ବାଞ୍ଛା କରିବା+କର୍ତ୍ତୃ. ଅନ) — (+କର୍ମ. ଅନ)—ସୁନ୍ଦର; ରମଣୀୟ — Beautiful; decent; fair; comely
- ସଂ. ବି. — ବ୍ରହ୍ମା — Brahmā
- ସଂ. ବି. — କାମଦେବ — The God Cupid
- ସଂ. ବି. — ଅଶୋକ ବୃକ୍ଷ — Jonesia Asoka tree