କମନସ୍ ସଭା Kamanssabhā

  • ଦେ. ବି (ଇଂ. କମ୍ମନ୍ସ+ସଂ. ସଭା) ବିଲାତ ପାର୍ଲିଆମେଣ୍ଟର ଯେଉଁ ବିଭାଗରେ ଜନସାଧାରଣଙ୍କ ପ୍ରତିନିଧି— ମାନେ ବସନ୍ତି — The House of Commons