କବୁଲ୍ଡିଗ୍ରୀ Kabuldigrī

  • ବୈଦେ. ବି. (ଆ. କବୂଲ+ଇଂ. ଡିକ୍ରୀ) — ପ୍ରତିବାଦୀର ସ୍ୱୀକାର ଅନୁସାରେ ବାଦୀକୁ ମିଳିବା ଡିଗ୍ରୀ — A decree awarded to plaintiff on defendant's admission