କବାଟପରିଛା Kabāṭaparichhā

  • ଦେ. ବି. — ଦେଉଳର ଦୁଆରବନ୍ଧରେ କବାଟ ଲଗା— ଯିବା ପାଇଁ ରଖାଯିବା ଖୋଲା ଯାଗା ଉପରେ ଯେଉଁ ଲମ୍ବା ପଥର ପଡ଼େ; ପାଟପଥର — Stone-lintel; the long slab of stone set above the opening in the wall intended for the door