କବାଟପଟା Kabāṭapaṭā

  • ଦେ. ବି. (ସଂ. କବାଟ+ପଟ୍ଟା) — ଯେଉଁ ପଟାମାନଙ୍କ ସଂଯୋଗରେ କବାଟ ତିଆରି ହୋଇଥାଏ — Door-planks