କବାଟ ପଡ଼ିବା Kabāṭa paṟḍ̠ibā

  • ଦେ. ବି. — ଦ୍ୱାର ବନ୍ଦ ହୋଇଯିବା — The shutting up of a door
  • ଦେ. ବି. — ଯୁଦ୍ଧ କରା ଲୋକକୁ ସ୍ୱର୍ଗଦ୍ୱାର ବାଟ, ଫିଟିଥାଏ ତା ପାଇଁ ନ ପଡ଼ି କବାଟ। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।