କବାଟ କୀଳିବା Kabāṭa kīḻibā

  • ଦେ. କ୍ରି. (ସଂ. କବାଟ+କୀଳ) — ମେଲାଥିବା କବାଟକୁ ବନ୍ଦ କରିବା; ଦ୍ୱାର ରୁଦ୍ଧ କରିବା — To bar the door