କବଳିକା Kabaḻikā
- ସଂ. ବି. (କବଳ+ସମ୍ବନ୍ଧାର୍ଥେ. କ+ସ୍ତ୍ରୀ. ଆ.) — ଘାଆରେ କନାଦ୍ୱାରା ଲଗାଯିବା ଔଷଧ; ପୁଲଟିସ — Poultice; medicine applied to a sore by means of a rag
- ସଂ. ବି. (କବଳ+ସମ୍ବନ୍ଧାର୍ଥେ. କ+ସ୍ତ୍ରୀ. ଆ.) — କ୍ଷତ ଉପରେ ବନ୍ଧାଯିବା ପଟି — A piece of cloth tied over a sore or wound; a bandage