କବଳା Kabaḻā

  • ଦେ. ବି — କବରା (ଦେଖ) — Kabarā (See)
  • ଦେ. (ପଦ୍ଯ) ବିଣ.—(ସଂ. କବଳକାରିଣୀ) — ଗ୍ରାସକାରିଣୀ — Devouring
  • ଦେ. (ପଦ୍ଯ) ବିଣ.—(ସଂ. କବଳକାରିଣୀ) — ବିନାଶକାରୀ — Destroying
  • ଦେ. (ପଦ୍ଯ) ବିଣ.—(ସଂ. କବଳକାରିଣୀ) — ବଳାରି ସୁଖକୁ ହେବ କବଳା। ଭଞ୍ଜ, ବୈଦେହୀଶବିଳାସ।