କବଳିଆ Kabaḻiā

  • ଦେ. ବିଣ. ପୁଂ (ସଂ. କବଳକାରୀ) — ଗ୍ରାସକାରୀ; କବଳକାରୀ — Devouring
  • ଦେ. ବିଣ. ପୁଂ (ସଂ. କବଳକାରୀ) — ପିଲାଟିଦିନୁ ପୁତନା ପ୍ରାଣ କବଳିଆ—କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. ବିଣ. ପୁଂ (ସଂ. କବଳକାରୀ) — ନାଶକାରୀ — Destroying