କବର୍ କବର୍ Kabar Kabar

  • ଦେ. ଅ (ଧ୍ୱନ୍ୟନୁକରଣ) — କଉ, ଗଡ଼ିଶା ଇତ୍ୟାଦି ସାନମାଛ ପାଣିରେ ବାଡ଼େଇପିଟି ହୋଇ ଖେଳିବାର ଧ୍ୱନି — 2. Sound of small fishes frisking and playing in water
  • ଦେ. ଅ (ଧ୍ୱନ୍ୟନୁକରଣ) — ବକର ବକର; ବହୁସମୟ ପାଟି କରି ଗପିବା; ବାଜୁରୁ— ବାଜୁରୁ — Talking aloud for a length of time