କବରୀବନ୍ଧନ Kabarībandhana

  • ସଂ. ବି. ( 6 ଷ୍ଠୀ ତତ; କବରୀ+ବନ୍ଧନ) — ଜୁଡ଼ା ବାନ୍ଧିବା — The dressing of the hair into a knot
  • ସଂ. ବି. ( 6 ଷ୍ଠୀ ତତ; କବରୀ+ବନ୍ଧନ) — ବନ୍ଧାବାଳ — Tied hair
  • ସଂ. ବି. ( 6 ଷ୍ଠୀ ତତ; କବରୀ+ବନ୍ଧନ) — ଜୁଡ଼ା — Chignon; the hair of the head tied into a knot