କଫ ରୁନ୍ଧିବା Kapha rudhibā

  • ଦେ. ବି — ଶର୍ଦ୍ଦିରେ ନାକ ବନ୍ଦ ହୋଇଯିବା; କଫ ରୋଗରେ ନିଃଶ୍ୱାସମାର୍ଗ ବନ୍ଦ ହୋଇ ଆସିବା — (the respiratory canal) Being chocked up by phlegm; asphyxation by phlegm
  • ଦେ. ବି — (ଯଥା—ତାକୁ କଫ ରୁନ୍ଧିଛି।)