କପ୍ତିପଦା Kapitpadā

  • ଦେ. ବି (ନାମ) — ଓଡ଼ିଶାର ମୟୂରଭଞ୍ଜ ରାଜ୍ୟ ଅନ୍ତର୍ଗତ ଗୋଟିଏ କ୍ଷୁଦ୍ର ସାମନ୍ତ ରାଜ୍ୟ — A small estste in the Feudatory State of Mayūurabhan̄ja in Orissa
  • ଦେ. ବି (ନାମ) — [ଦ୍ର—ପୂର୍ବେ ଏହା ବିରାଟ ରାଜ୍ୟ ଥିଲା ବୋଲି କଥିତ ଅଛି।]