କପୋତେଶ୍ୱର Kapoteṡwara

  • ସଂ. ବି. ପୁଂ. ( 6 ଷ୍ଠୀ ତତ୍) — ଶିବ; ମହାଦେବ — Ṡiba
  • ଦେ. ବି — ପୁରୀ ନଗରର ପଶ୍ଚିମରେ କିଛି ଦୂରରେ ଥିବା ଶିବ— ମୂର୍ତ୍ତିଙ୍କ ନାମ — Name of an idol of Ṡiba to the west of the town of Puri
  • ଦେ. ବି — କପୋତେଶ୍ୱର ଶିବ ଥଳ, ନିକଟେ ପୁଣି ନୀଳାଞ୍ଚଳ। ଭୂପତି. ପ୍ରେମପଞ୍ଚାମୃତ।
  • ଦେ. ବି — [ଦ୍ର—କପୋତେଶ୍ୱର ମନ୍ଦିର ପୁରୀନଗରର 3 କ୍ରୋଶ ଦୂରରେ ଭାର୍ଗବୀ ନଦୀ କୂଳରେ ଅବସ୍ଥିତ। ଶ୍ରୀ ଚୈତନ୍ୟ ମହାପ୍ରଭୁ ପୁରୁଷୋତ୍ତମ ଯାତ୍ରା କରିବା ସମୟରେ ଏଠାକୁ ଆସିଥିଲେ। ଏଠାରେ ଧୂର୍ଜ୍ଜଟି କଠୋର ତପସ୍ୟା କରି କପୋତ ସଦୃଶ କ୍ଷୀଣକାୟ ହୋଇ ଯାଇଥିବାରୁ ଏହାଙ୍କର ଏପରି ନାମ ହୋଇଅଛି— ମଦନମୋହନ—ତୀର୍ଥଦର୍ଶନ।] — [ଦ୍ର—କପୋତେଶ୍ୱର ମନ୍ଦିର ପୁରୀନଗରର3କ୍ରୋଶ ଦୂରରେ ଭାର୍ଗବୀ ନଦୀ କୂଳରେ ଅବସ୍ଥିତ ଶ୍ରୀ ଚୈତନ୍ୟ ମହାପ୍ରଭୁ ପୁରୁଷୋତ୍ତମ ଯାତ୍ରା କରିବା ସମୟରେ ଏଠାକୁ ଆସିଥିଲେ ଏଠାରେ ଧୂର୍ଜ୍ଜଟି କଠୋର ତପସ୍ୟା କରି କପୋତ ସଦୃଶ କ୍ଷୀଣକାୟ ହୋଇ ଯାଇଥିବାରୁ ଏହାଙ୍କର ଏପରି ନାମ ହୋଇଅଛି— ମଦନମୋହନ—ତୀର୍ଥଦର୍ଶନ]