କପୂରଦାନା Kapūradānā

  • ଦେ. ବି. (ସଂ. କର୍ପୂର ଓ ଆ. ଦାନା) — କପୂର ପରି ବାସିବା ଏକ ପ୍ରକାର ମସଲା — A kind of spice
  • ଦେ. ବି. (ସଂ. କର୍ପୂର ଓ ଆ. ଦାନା) — [ଦ୍ର—ଏ ଦାନା ଗୁଡ଼ିକ ଗୁଜରାତି ବା ଅଳାଇଚର ଦାନା ପରି । ଏହା ଉଷ୍ଣବୀର୍ଯ୍ୟ।]