କପିମୁଖ୍ୟ Kapimukhya

  • ସଂ. ବି. ( 7 ମୀ ତତ୍; କପି+ମୃଖ୍ୟ=ଶ୍ରେଷ୍ଠ) — ଶ୍ରେଷ୍ଠ ମର୍କଟ — Chief monkey
  • ସଂ. ବି. ( 7 ମୀ ତତ୍; କପି+ମୃଖ୍ୟ=ଶ୍ରେଷ୍ଠ) — ବସିଥିଲା ତହିଁ କପିମୁଖ୍ୟେ, ବେଗେ ଉପାଡ଼ି ଧାଇଁ ତା ଦକ୍ଷେ; ଭଞ୍ଜ, ବୈଦେହୀଶବିଳାସ।