କପିପ୍ରିୟ Kapipriya

  • ସଂ. ବି. ( 6 ଷ୍ଠୀ ତତ୍; କପି+ପ୍ରିୟ) — କଇଥ ଗଛ — The wood-apple tree
  • ସଂ. ବି. ( 6 ଷ୍ଠୀ ତତ୍; କପି+ପ୍ରିୟ) — ଆମଡ଼ା ଗଛ — Hog-plum (tree)