କପିଙ୍ଗ୍ ପେନ୍ସିଲ Kapiṅg pencil

  • ବୈଦେ. ବି. (ଇଂ. କପୀଙ୍ଗ୍ ପେନ୍ସିଲ୍) — ଯେଉଁ ପେନ୍ସିଲ୍ ରେ ଖଣ୍ଡିଏ କାଗଜ ଉପରେ ଲେଖିଲେ କାର୍ବନ୍ ପେପର୍ ସାହାଯ୍ୟରେ ତହିଁର ତଳେ ଥିବା ଅନ୍ଯ ପ୍ରସ୍ତ କାଗଜରେ ନକଲ ଉଠେ — Copying pencil