କପି ଧରିବା Kapidharibā

  • ଦେ. କ୍ରି — ପରୀକ୍ଷା ସମୟରେ ଅନ୍ଯାୟରୂପେ ପରର ଲେଖାରୁ ନକଲ କରୁଥିବା ଛାତ୍ରର ଅପରାଧକୁ ସାକ୍ଷାତ୍ ପ୍ରମାଣ ଦ୍ୱାରା ଧରିବା — To catch or detect an examinee using unfair means