କପି କରିବା Kapi karibā

  • ଦେ. କ୍ରି. (ଇଂ. କପୀ+ଓ. କରିବା) — ଅବିକଳ ନକଲ କରିବା — To copy
  • ଦେ. କ୍ରି. (ଇଂ. କପୀ+ଓ. କରିବା) — ଉତାରିବା — To transcribe
  • ଦେ. କ୍ରି. (ଇଂ. କପୀ+ଓ. କରିବା) — ଅନୁକରଣ କରିବା — To imitate
  • ଦେ. କ୍ରି. (ଇଂ. କପୀ+ଓ. କରିବା) — ପରୀକ୍ଷା ସମୟରେ ଗୁପ୍ତଭାବରେ ଅନ୍ଯ ଛାତ୍ରର ଉତ୍ତରକୁ କମ୍ବା ପୁସ୍ତକକୁ ଦେଖି ନକଲ କରି ଉତ୍ତର ଲେଖିବା — To write answers at examinations by using unfair means