କପାସିଆ Kapāsiā

  • ଦେ. ବି. (ସଂ. କାର୍ପାସ) — ଘର ଘର ବୁଲି କରି କପା କିଣୁଥିବା ଲୋକ — One who visits houses for purchasing cotton
  • ଦେ. ବି. (ସଂ. କାର୍ପାସ) — ଲୁଗା — Cloth
  • ଦେ. ବି. (ସଂ. କାର୍ପାସ) — କପାନିର୍ମିତ ବସ୍ତୁ — A thing made of cotton
  • ଦେ. ବି. (ସଂ. କାର୍ପାସ) — ଧୂଆଁପତ୍ର ବିକ୍ରି କରୁଥିବା ଶୂଦ୍ର ଜାତି — 4. A Ṡūdra caste dealing in tabacco
  • ଦେ. ବି. (ସଂ. କାର୍ପାସ) — ନାତିଉଚ୍ଚ ଓ ନାତିନୀଚ ପତ୍ରଝଡ଼ା ଦେଉଥିବା ତରୁ—ବିଶେଷ — A kind of tree
  • ଦେ. ବି. (ସଂ. କାର୍ପାସ) — [ଦ୍ର—ଏହା ହିମାଳୟ ପ୍ରଦେଶ, ପଶ୍ଚିମ ଘାଟ ପର୍ବତମାଳା ଓ ବ୍ରହ୍ମଦେଶରେ ଜନ୍ମେ। ଘାଆ ଆଦିରେ ଏ ବୃକ୍ଷର ପତ୍ର ପଟି ପକାଯାଏ। କୀର୍ତ୍ତିକାର।]
  • ଦେ. ବି. (ସଂ. କାର୍ପାସ) — ଏକା ପ୍ରକାର ମଧୁରନାଦୀ ପକ୍ଷୀ — Minivet (bird)